Home Introduction Fonts about Contact Us   

ଜ୍ଞାନପୀଠ ଫଳକ

 

ନେଭମ୍ବର ୮, ୧୯୭୪ : ନୂଆଦିଲ୍ଲୀଠାରେ ଜ୍ଞାନପୀଠ ପୁରସ୍କାର ଗ୍ରହଣ ପରେ ବିଶିଷ୍ଟ ଓଡ଼ିଆ ଲେଖକ ଗୋପୀନାଥ ମହାନ୍ତି ଓ ବିଶିଷ୍ଟ କନ୍ନଡ଼ ଲେଖକ ଡି.ଆର. ବେନ୍ଦର ୤ ପାଖରେ ଅଛନ୍ତି ଜ୍ଞାନପୀଠ ଫାଉଣ୍ଡେସନର ଅନ୍ୟତମ ପ୍ରତିଷ୍ଠାତା ରାମା ଜୈନ୤

-----------------------------------------------------------

[୨୦୧୧] ବିଶିଷ୍ଟ ଲେଖିକା ପ୍ରତିଭା ରାୟ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ଠାରୁ ଜ୍ଞାନପୀଠ ପୁରସ୍କାର ଗ୍ରହଣ କରୁଛନ୍ତି


 

 
 ଅତ୍ୟାବଶ୍ୟକ ସୂଚନା

ATM Counter ଏଟିଏମ କାଉଣ୍ଟର
Hospital ଡାକ୍ତରଖାନା

 

 

ଜ୍ଞାନପୀଠ

 

ଜ୍ଞାନପୀଠ ପୁରସ୍କାର ବିଜେତା

ଓଡ଼ିଶାରୁ ଗୋପୀନାଥ ମହାନ୍ତି, ସଚ୍ଚିଦାନନ୍ଦ ରାଉତରାୟ, ସୀତାକାନ୍ତ ମହାପାତ୍ର ଏବଂ ପ୍ରତିଭା ରାୟ ଏହି ପୁରସ୍କାର ପ୍ରାପ୍ତ ହୋଇଛନ୍ତି୤

[ସମ୍ପୂର୍ଣ୍ଣ ତାଲିକା ଦେଖିବେ]


Powered by expoodisha