Back

ଅଂଶୁଆ

Also ( ଅଂଶୁଅଂଶୁଆ )




  1. Aaṁṡuā (ଦେ. ବିଣ.) - ଯହିଁରେ ଅଂଶୁ ଥାଏ; ବହୁ ସୂକ୍ଷ୍ମ ତନ୍ତୁଯୁକ୍ତ। Fibrous; full of fibres. 



    [ ଦ୍ର ] ବହୁ ସଂଖ୍ୟା ସୂଚିତ ହେବା ସ୍ଥଳରେ ଶବ୍ଦର ଦୁଇ ଥର ପ୍ରୟୋଗ ହୁଏ; ଯଥା—ଖଦଖଦଡ଼ିଆ, ବିରିବିରି, ରୁଆରୁଆ।