Back

ଅଙ୍କୁରାଇବା


  1. Aṅkurāibā (ଦେ.କ୍ରି.)ଗଜୁରାଇବା; ମଞ୍ଜିରୁ ଗଜା କରାଇବା To cause to sprout.

  2. (ଲକ୍ଷଣାର୍ଥ) କୌଣସି ପ୍ରସ୍ତାବକୁ ସୂତ୍ର ସୂଚନା କରି ଆରମ୍ଭ କରିବା To introduce any proposal by hints.