Back

ଅଙ୍କୁରିବା


  1. Aṅkuribā (ଦେ.କ୍ରି.) ଅଙ୍କୁରିତ ହେବା; ଗଜୁରିବା To sprout.

  2. ନୂଆ ହୋଇ କଅଁଳିବା To come out anew.

  3. ପୁନର୍ବାର ଜୀବ ପାଇବା; ପୁନର୍ବାର ଜନ୍ମିବା To be born again; to be revived.