Back

ଅଙ୍କୁଶମୁଦ୍ରା


  1. Aṅkuṡamudrā (ସଂ.ବି.)ଦେବପୂଜାରେ ବ୍ୟବହୃତ ଜଳକୁ ଶୁଦ୍ଧ କରିବା ପାଇଁ ଅଙ୍ଗୁଳିଦ୍ୱାରା ରଚିତ ଅଙ୍କୁଶାକୃତି ତାନ୍ତ୍ରିକ ମୁଦ୍ରାବିଶେଷ A pose of the fingers (in the shape of a look) used in consecrating the water used in worship.