Back

ଅଙ୍କୁଶାଲଗା


  1. Aṅkuṡālagā (ଗ୍ରା.ଅ.)ସବାରି ବେହେରାମାନଙ୍କ ଡାକ ବିଶେଷ  A hallooing cry of Palki-bearers.



     [ ଦ୍ର ] ବାଟରେ ମୁଣ୍ଡ ଉପରେ କଣ୍ଟା ଗଛ ବା ଡାଳ ଓହୋଳି ଥିଲେ ଓ ତାହା ସବାରିରେ ବା ମୁଣ୍ଡରେ ବାଜିବାର ଆଶଙ୍କା ଥିଲେ ସବାରିର ଆଗ ବେହେରାମାନେ ପଛ ବେହେରାଙ୍କୁ ଏ ଡାକ ଡାକି ସତର୍କ କରାନ୍ତି। ଏହାର ଅର୍ଥ ସାବଧାନ ! ମୁଣ୍ଡ ଉପରେ ଝୁଲୁଥିବା କଣ୍ଟା ଯେପରି ମୁଣ୍ଡରେ ନ ବାଜେ।