Back

ଅଙ୍କୁଶି


  1. Aṅkuṡi (ଦେ.ବି.)ହସ୍ତିତାଡ଼ନାର୍ଥ ବ୍ୟବହୃତ ବକ୍ର ଓ ତୀକ୍ଷ୍ମାଗ୍ର ଲୌହଦଣ୍ଡ A goad; an iron-rod with a hooked point to goad an elephant.

  2. ଶର ପରି ମୁନ ବଙ୍କା ହୋଇଥିବା କଣ୍ଟା A hooked nail shaped like an arrow.

  3. ଛୋଟ ଅଙ୍କୁଶ A small hook.