Back

ଅଙ୍କ୍ୟ


  1. Aṅkya (ସଂ.ବିଣ.) -  ଅଙ୍କନ କରିବା ଯୋଗ୍ୟ; ଯାହା ଅଙ୍କିତ ହେବା ଉଚିତ Fit to be drawn or delineated.

  2. ଗଣନୀୟ Fit to be counted.

  3. (ସଂ.ବି.) - (ଯାହା ଅଙ୍କ ବା କୋଳରେ ରଖାଯାଇ ବାଦିତ ହୁଏ)  ଛୋଟ ଆନଦ୍ଧ ବାଦ୍ୟ (ଯଥା - ମୃଦଙ୍ଗ, ପଖୋଜ, ଢୋଲକ, ଡୁଗୀ, ବେଲା) A small drum.