Back

ଅଙ୍ଗ


  1. Aṅga (ସଂ.ବି.) ଦେହ; ଶରୀର Body.

  2. ଶରୀରର ଅବୟବ; ଦେହର ଭିନ୍ନ ଭିନ୍ନ ଅଂଶ Limb; a member of the body.

  3. ଭାରତର ପ୍ରାଚୀନ ପ୍ରଦେଶ ବା ରାଜ୍ୟ Name of a province or kingdom of ancient India.

  4. କୌଣସି ପଦାର୍ଥର ଅଂଶବିଶେଷ  A part or portion of any thing.

  5. କୌଣସି କାର୍ଯ୍ୟ ବା ଅନୁଷ୍ଠାନର ଅଂଶ  A part of a work or institution.

  6. ଅଂଶ  Part; portion.

  7. ଉପକରଣ; ଉପାଦାନ  Material; ingredient.

  8. ମନ  Mind.

  9. ଆକୃତି Shape.

  10. ବିଦ୍ୟା ବା ବିଜ୍ଞାନର ବିଭାଗ Department of a science or an art.

  11. ପୁସ୍ତକର ଅଂଶ ବା ଭାଗ A part of any book.

  12. ବିଭାଗ ବା ବିଭକ୍ତ ଅଂଶ Division; subdivision.

  13. ଦେଶାଂଶ A part of a country; locality.

  14. ଜ୍ଞାନ Wisdom.

  15. ରାଜ୍ୟର ଭିନ୍ନ ଭିନ୍ନ ଉପାଦାନ The different requisites or ingredients of a kingdom; a limb of royalty. (ଯଥା - ସ୍ୱାମୀ, ଅମାତ୍ୟ, ସୁହୃଦ୍, କୋଷ, ରାଜ୍ୟ, ଦୁର୍ଗ, ସେନା, ପ୍ରଜା ଓ ପୁରୋହିତ।)

  16. ବେଦର ମନ୍ତ୍ର ବିଶେଷ Name of a formula in the Vedas.

  17. ମନ୍ତ୍ର ବା ଉପଦେଶର ପାଞ୍ଚ ଅଂଶ ମଧ୍ୟରୁ ଏକ One of the 5 limbs of a mantra or advice. (ଯଥା - କର୍ମାରମ୍ଭୋପାୟ, ପୁରୁଷ ଦ୍ରବ୍ୟ ସମ୍ପଦ, ଦେଶକାଳ ବିଭାଗ, ବିପତ୍ତି ପ୍ରତୀକାର, କାର୍ଯ୍ୟସିଦ୍ଧି।)

  18. ବେଦାଙ୍ଗ; ବେଦର ଅବୟବ ଗ୍ରନ୍ଥ (ଯଥା - ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଜ୍ୟୋତିଷ ଓ ଛନ୍ଦ)  One of the six departments or divisions of the Vedas.

  19. ଗ୍ରନ୍ଥୋକ୍ତ ବିଷୟ ବୁଝାଇବା ପାଇଁ ବ୍ୟବହୃତ ଉଦାହରଣ An illustration.

  20. ଜୈନମାନଙ୍କର ଧର୍ମଗ୍ରନ୍ଥବିଶେଷ Name of a religious tract of the Ja̲i̱nas.

  21. ନିଜେ; ସ୍ୱୟଂ Self. (ଯଥା -ଅଙ୍ଗୀକାର)

  22. ଅପ୍ରଧାନ ବିଷୟ Anything secondary.

  23. (ସଂ.ବିଣ.)ଗୌଣ; ଅପ୍ରଧାନ Secondary; unessential.