Back

ଅଙ୍ଗ୍‌


  1. Aṅg  (ସଂ)ପାଇବା; ପ୍ରାପ୍ତ ହେବା To get.

  2. ନେବା; ଗ୍ରହଣ କରିବା To take.

  3. ଯିବା; ଗମନ କରିବା To move.

  4. ଚିହ୍ନ ଦେବା To mark.