Back

ଅଙ୍ଗଛୁଇଁବା


  1. Aṅgachhuiñbā  (ଦେ.କ୍ରି.)କୌଣସି ବ୍ୟକ୍ତିର ଅଙ୍ଗ ସ୍ପର୍ଶ କରିବା To touch a person's body.

  2. ଦେହ ସ୍ପର୍ଶ କରି ଶପଥ କରିବା; ଦେହ ଛୁଇଁବା To take an oath by touching a limb.

  3. ରମଣ କରିବା  To cohabit.