Back

ଅଙ୍ଗତ୍ର


  1. Aṅgatra (ସଂ.ବି.) - (ଅଙ୍ଗକୁ ଯାହା ରକ୍ଷା କରେ) ଅଙ୍ଗରକ୍ଷକ; ବର୍ମ; ସାଞ୍ଜୁ Coat of mail.

  2. ଅଙ୍ଗରଖା; କୁରୁତା Coat.