Back

ଅଙ୍ଗଦ

Also : [ ଅଂଗଦ ] 




  1. Aṅgada (ସଂ.ବି.)ବାଜୁ; ତାଡ଼; ବାହୁଭୂଷଣ An armlet; a bracelet for the upper arm.

  2. ଗାମୁଛା; ଗାତ୍ରମାର୍ଜ୍ଜନୀ Towel; napkin.

  3. ମର୍କଟରାଜ ବାଳୀର ପୁତ୍ର Name of the son of the monkey king Bāḻī.

  4. ଲକ୍ଷ୍ମଣଙ୍କର ଦୁଇ ପୁତ୍ର ମଧ୍ୟରୁ ଏକ  Name of one of the two sons of Lakshmaṅa.

  5. ଗଦର ପୁତ୍ରବିଶେଷ Name of a son of Gada.

  6. (ସଂ.ବିଣ.) - (ଭଞ୍ଜୀୟ ବ୍ୟବହାର)  ଅଙ୍ଗଚ୍ଛେଦ ଯୋଗୁଁ ମୃତ  Dead after mutilation.