Back

ଅଙ୍ଗପ୍ରାୟଶ୍ଚିତ


  1. Aṅgaprāyaṡchitta (ସଂ.ବି.) -  ଶରୀରର ଅଙ୍ଗକୁ ଶୁଦ୍ଧ ବା ପାପମୁକ୍ତ କରିବା ପାଇଁ ଅନୁଷ୍ଠିତ ପ୍ରାୟଶ୍ଚିତ୍ତ କର୍ମ Expiation of bodily impurity; ceremonial purification of the body.

  2. ମୃତକାଶୌଚ ଦ୍ୱାରା ଅଶୁଦ୍ଧ ଦେହର ଶୋଧନ Expiation of bodily impurity arising from death in a family