Back

ଅଙ୍ଗ ବଙ୍ଗ କଳିଙ୍ଗ


  1. Aṅga baṅga kaḻiṅga (ସଂ.ବି.) -  ଅଙ୍ଗ, ବଙ୍ଗ, କଳିଙ୍ଗ ପରସ୍ପର ନିକଟବର୍ତ୍ତୀ ତିନିଟି ପ୍ରଦେଶ  The three adjacent countries of  Anga, Banga, Kalinga [Bihar, Bengal and Odisha]



     [ ଦ୍ର ]  ଅଙ୍ଗ - ଆଧୁନିକ ବିହାର, ବଙ୍ଗ - ଆଧୁନିକ ବଙ୍ଗଳା,  କଳିଙ୍ଗ - ଆଧୁନିକ ଓଡ଼ିଶା।