Back

ଅଙ୍ଗବିକାର

Category : [ Disease ]




  1. Aṅgabikāra (ସଂ.ବି.) ରୋଗାଦି ଦ୍ୱାରା ଅଙ୍ଗମାନଙ୍କର କଦାକାର ଅବସ୍ଥା Bodily deformity due to disease.

  2. ବିକଳାଙ୍ଗତା; ଅଙ୍ଗହାନି; ଦେହର କୌଣସି ଅଙ୍ଗ କଟିଯିବା ଅବସ୍ଥା  Mutilated condition of the limbs.

  3. ରୋଗ Disease.

  4. ମୂର୍ଚ୍ଛା Collapse; fainting.

  5. ଅପସ୍ମାର; ମୃଗୀରୋଗ Epilepsy.