Back

ଅଙ୍ଗବିକୃତି

Category : [ Disease ]




  1. Aṅgabikṛuti  (ସଂ.ବି.) - ରୋଗାଦି ଦ୍ୱାରା ଅଙ୍ଗମାନଙ୍କର କଦାକାର ଅବସ୍ଥା Bodily deformity due to disease.

  2. ବିକଳାଙ୍ଗତା; ଅଙ୍ଗହାନି; ଦେହର କୌଣସି ଅଙ୍ଗ କଟିଯିବା ଅବସ୍ଥା  Mutilated condition of the limbs.

  3. ଦେହଚାଳନଦ୍ୱାରା ସଙ୍କେତ; ଇସାରା Wink; nod; sign