Back

ଅଙ୍ଗବିକ୍ଷେପ


  1. Aṅgabikshepa (ସଂ.ବି.)ଆଳସ୍ୟ ବା ରୋଗରୁ ଦେହ ମୋଡ଼ି- ଭିଡ଼ି ହେବା କିମ୍ବା ଗୋଡ଼ ହାତ ଛାଟିପିଟି ହେବା Twisting ie spreading and contracting of the limbs to drive away lethargy or due to pangs.

  2. ନୃତ୍ୟାଦିରେ କଳାଯୁକ୍ତ ଅଙ୍ଗଭଙ୍ଗୀ Artistic gesticulations during dancing.