Back

ଅଙ୍ଗବିଜ୍ଞାନ


  1. Aṅgabijn̄āna (ସଂ.ବି.) - (ଅଙ୍ଗବିଷୟକ ବିଜ୍ଞାନ) ଶରୀରବିଜ୍ଞାନ; ଦେହବିଜ୍ଞାନ Physiology; anatomy.

  2. ସାମୁଦ୍ରିକ ବିଦ୍ୟା; ହାତ ଦେଖି ମନୁଷ୍ୟର ପ୍ରକୃତି ଓ ଭାଗ୍ୟଗଣନା ବିଦ୍ୟା Palmistry.

  3. ଦେହରେ ଥିବା ଚିହ୍ନ ଦ୍ୱାରା ମନୁଷ୍ୟର ପ୍ରକୃତି ଓ ଭାଗ୍ୟଗଣନା ବିଦ୍ୟା  Chiromancy; knowledge of lucky or unlucky marks on the body.

  4. ବ୍ୟାକରଣ ଶାସ୍ତ୍ର Grammar.