Back

ଅଙ୍ଗରକ୍ଷକ


  1. Aṅgarakshaka (ସଂ.ବି.) -  ଅଙ୍ଗରଖା; କୁରୁତା Coat.

  2. କବଚ; ସାଞ୍ଜୁ Coat of mail.

  3. ରାଜାଙ୍କ ଶରୀରକୁ ଜଗିବା ଭୃତ୍ୟ ବା ସିପାହୀ A king's bodyguard.

  4. (ସଂ.ବିଣ.)ଯେ ରାଜା ଆଦିଙ୍କ ଶରୀରକୁ ଆକ୍ରମଣାଦିରୁ ରକ୍ଷା କରେ Guarding the person of a great personage.




  • ଅଙ୍ଗରକ୍ଷିକା (ସ୍ତ୍ରୀ)