Back

ଅଙ୍ଗସେବକ


  1. Aṅgasebaka (ସଂ.ବିଣ.) -ପୁରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ଛୁଇଁ ସେବା କରିବା ସେବକ ବିଶେଷ; ପଶୁପାଳକ ସେବକ (ଏମାନେ ଦେବତାଙ୍କୁ ଲୁଗା ଓ ଅଳଙ୍କାର ଲାଗି ଓ ଉଲାଗି କରନ୍ତି) A class of personal servants of the deity Jagannātha at Puri.

  2. ଅଙ୍ଗସେବାକାରୀ (ଦାସ/ଦାସୀ); ଶ୍ରୀଅଙ୍ଗ ଖଟଣୀ (ସେବକ)  Personal (servant) rendering personal service to the master.

  3. ରାଜା ଯେଉଁ ଦାସୀ ସଙ୍ଗେ ସହବାସ କରନ୍ତି  (a maid servant) treated as a concubine.



 




  • ଅଙ୍ଗସେବିକା (ସ୍ତ୍ରୀ)