Back

ଅଙ୍ଗସୌଷ୍ଠବ


  1. Aṅgasa̲u̲shthaba (ସଂ.ବି.)ଦେହର ସୁନ୍ଦର ଓ ସମାନ ଗଠନ Lovely symmetry of one's limbs.

  2. ସୁନ୍ଦର ରୂପ; ଶରୀର ଲାବଣ୍ୟ Bodily grace; lovely body.