Back

ଅଙ୍ଗସ୍ତନା


  1. Aṅgastanā  (ପ୍ରାଦେ. (କଟକ)  - (ମୁସଲମାନଙ୍କର ବ୍ୟବହୃତ ଶବ୍ଦ; ବିବାହଉପଲକ୍ଷରେ ବର କନ୍ୟାଙ୍କୁ ଉପହାରରୂପରେ ପ୍ରଦତ୍ତ) ହାତର ବୁଢ଼ା ଆଙ୍ଗୁଠିରେ ପିନ୍ଧାଯିବା ମୁଦି Finger-ring for the thumb.