Back

ଅଙ୍ଗାଙ୍ଗିଭାବ


  1. Aṅgāṅgibhāba (ସଂ.ବି.) -  ଅଙ୍ଗ ସଙ୍ଗେ ଅଙ୍ଗୀର ସମ୍ପର୍କ; ଅବୟବ ସହିତ ଦେହୀର ସମ୍ପର୍କ; ଅଂଶ ସଙ୍ଗେ ପୂର୍ଣ୍ଣ ବସ୍ତୁର ସମ୍ପର୍କ Correlation as between the limbs and the body.

  2. ଶରୀରର ଭିନ୍ନ ଭିନ୍ନ ଅବୟବ ସଙ୍ଗେ ପରସ୍ପର ସମ୍ବନ୍ଧ  Correlation as between the different limbs of the body.

  3. ଆତ୍ମୀୟତା; ଘନିଷ୍ଠତା Intimacy; close relationship.

  4. (ନ୍ୟାୟଶାସ୍ତ୍ର) ଗୌଣ ଓ ମୁଖ୍ୟ ଭାବ; ବସ୍ତୁର ପ୍ରଧାନ ଓ ଅପ୍ରଧାନ ଅଙ୍ଗମାନଙ୍କ ମଧ୍ୟରେ ପରସ୍ପର ସମ୍ପର୍କ  (Logic) Correlation; correlation between the principal and subsidiary components of a thing.