Back

ଅଂଶୁମତୀ


  1. Aṁṡumatī (ସଂ. ବିଣ.) (ଅଂଶୁମତ୍+ସ୍ତ୍ରୀ. ଈ)  ଅଂଶୁମାନ୍‌ର ସ୍ତ୍ରୀଲିଙ୍ଗ  Feminine of Aṁṡumān.

  2. ଯମୁନା ନଦୀ A name of the river Jamunā (Apte).