Back

ଅଙ୍ଗାର


  1. Aṅgāra (ସଂ.ବି.)  - କାଠର କୋଇଲା; କାଠ ପୋଡ଼ିଯାଇ ପାଉଁଶ ହେବା ପୂର୍ବରୁ ଯେଉଁ ଅବସ୍ଥା ଧାରଣ କରେ Charcoal; carbon

  2. ମଙ୍ଗଳଗ୍ରହ (ଏହା ଜଳନ୍ତା ଅଙ୍ଗାର ପରି ନାଲିଆ ଦେଖା ଯିବାରୁ) The planet Mars.

  3. ଦରପୋଡ଼ା କାଠ Half burnt wood.

  4. ଜଳନ୍ତା କାଠ Burning carbon; live charcoal.

  5. ହିତାବଳୀ ଗୁଳ୍ମ The plant Hitābaḻī

  6. ହରିବଂଶବର୍ଣ୍ଣିତ ମରୁତମାନଙ୍କର କୁମାରବିଶେଷ Name of a prince of the Marutas.

  7. (ଲକ୍ଷଣାର୍ଥ) ନଷ୍ଟ ହୋଇଯିବା କୌଣସି ପଦାର୍ଥ Any thing which has been spoiled.

  8. ରକ୍ତ ବର୍ଣ୍ଣ Red colour.

  9. (ଲକ୍ଷଣାର୍ଥ) ନିନ୍ଦିତ; ହୀନ ବା କଳଙ୍କିତ ବ୍ୟକ୍ତି (ଯଥା - କୁଳାଙ୍ଗାର)   An unworthy or mean person.

  10. (ସଂ.ବିଣ.) - ରକ୍ତବର୍ଣ୍ଣବିଶିଷ୍ଟ Red; red coloured.