Back

ଅଂଶୁମାନ୍‌


  1. Aṁṡumān (ଅଂଶୁମତୀ—ସ୍ତ୍ରୀ) (ସଂ. ବିଣ.)  -ଦୀପ୍ତିମାନ୍ Radiant; lustrous. 

  2. କିରଣଯୁକ୍ତ Emitting rays. 

  3. ସୂର୍ଯ୍ୟ The sun. 

  4. (ନାମ) ସୂର୍ଯ୍ୟବଂଶୀୟ ସଗର ରାଜାଙ୍କ ପୌତ୍ର Name of a grandson of king Sagara.