Back

ଅଙ୍ଗାରିତ


  1. Aṅgārita (ସଂ.ବିଣ.)ଦଗ୍ଧ ପ୍ରାୟ  Almost burnt.

  2. ପୋଡ଼ି ଅଙ୍ଗାରରେ ପରିଣତ ହୋଇଥିବା Charred; burnt to charcoal.

  3. (ସଂ.ବି.) - ପଳାଶ କଳିକୋଦ୍ଗମ The budding of the Butea Frondosa.

  4. ଜୈନ ସନ୍ନ୍ୟାସୀମାନଙ୍କର ନିଷିଦ୍ଧ ଖାଦ୍ୟ କୌଣସି ପଦାର୍ଥର ପୋଡ଼ା Any burnt thing which the Ja̲i̱na ascetics will not accept.

  5. ପଳାଶର ନୂଆ କଢ଼ The early blossom of Butea Frondosa.