Back

ଅଙ୍ଗାରିଣୀ


  1. Aṅgāriṇī (ସଂ.ବି.)ଲତାବିଶେଷ Name of a creeper.

  2. ଯେଉଁ ଅଞ୍ଚଳରୁ ସୂର୍ଯ୍ୟ କିଛିକ୍ଷଣ ପୂର୍ବରୁ ଅନ୍ତର୍ହିତ ହୋଇ ଅଛନ୍ତି The region just left by the Sun.

  3. (ସଂ.ବିଣ.) - ଅଙ୍ଗାରିତର ସ୍ତ୍ରୀଲିଙ୍ଗ Feminine of Aṅgārita.