Back

ଅଙ୍ଗିତା


  1. Aṅgitā (ବିଣ.) (ପ୍ରାଦେ. - ବାଲେଶ୍ୱର)  ନିଜର, ଅମଳର; ସ୍ୱକୀୟ; ନିଜକୃତ Done or incurred by one's self; of one's own.



     [ ଦ୍ର ]  ମାମୁଁ; କର୍ଜାଟା ତୁମ ଅଙ୍ଗିତା, ନା ଅଜାଙ୍କ ଅମଳର? ଫକୀରମୋହନ, ଗଳ୍ପସ୍ୱଳ୍ପ