Back

ଅଙ୍ଗୀ


  1. Aṅgī (ସଂ.ବିଣ.)ଅଙ୍ଗବିଶିଷ୍ଟ Having limbs.

  2. ଯାହାର ଅବୟବ ଅଛି Organic; having organic parts.

  3. ଶରୀରୀ; ଦେହୀ  Embodied; corporeal.

  4. ବହୁ ଉପାଦାନରେ ଗଠିତ Composed of component parts.

  5. ପ୍ରଧାନ; ମୁଖ୍ୟ Chief.

  6. (ସଂ.ବି.) - ବହୁ ଉପାଦାନରେ ଗଠିତ ବସ୍ତୁ; ଯୌଗିକ ବସ୍ତୁ A compound; an organic matter.

  7. ଯେଉଁ ବସ୍ତୁ ବା ଜୀବର ଭିନ୍ନ ଭିନ୍ନ ଅଙ୍ଗ ଅଛି A thing or animal having different limbs.