Back

ଅଙ୍ଗୀକୃତ


  1. Aṅgīkṛuta (ସଂ.ବିଣ.) ଯାହା ସ୍ୱୀକୃତ ହୋଇଅଛି Agreed to.

  2. ଗୃହୀତ; ମଞ୍ଜୁର କରାଯାଇଥିବା  Accepted.

  3. ଯେ ସ୍ୱୀକାର କରିଅଛି; ଯେ ରାଜି ହୋଇଅଛି Consenting; agreeing.