Back

ଅଂଶୁଶିରାଳଦେହ


  1.  Aṁṡusirāḻadeha  ( ବିଣ. (ଜୀବ ବିଜ୍ଞାନ ପରିଭାଷା) - ଯେଉଁ ଜୀବମାନଙ୍କ ଦେହରେ ଶିରାମାନ ଗୋଟିଏ କେନ୍ଦ୍ରରୁ ଅଂଶୁ ପରି ସବୁଆଡ଼କୁ ବାହାରିଥାଏ Radiata. 

    [ ଦ୍ର ] ବୁଢ଼ିଆଣୀ, ସାମୁଦ୍ରିକ ଜୀବ ପୁରୁଭୁଜ)