Back

ଅଙ୍ଗୁଳି ତୋରଣ


  1. Aṅguḻi toraṇa (ସଂ.ବି.) - (ଅଙ୍ଗୁଳି ଦ୍ୱାରା ଅଙ୍କିତ ତୋରଣ)  ଚନ୍ଦନାଦି ଦ୍ୱାରା ଅଙ୍ଗୁଳି ସାହାଯ୍ୟରେ ଲଲାଟରେ ଚିତ୍ରିତ ଅର୍ଦ୍ଧଚନ୍ଦ୍ରାକୃତି ତିଳକ  A crescentshaped sectarial mark drawn on the brow with sandal paste.