Back

ଅଙ୍ଗୁଳିତ୍ର


  1. Aṅguḻitra (ସଂ.ବି.) -  (ଯାହା ଅଙ୍ଗୁଳିକୁ ଆଘାତକୁ ରକ୍ଷା କରେ) ଅଙ୍ଗୁଳିକୁ ରକ୍ଷା କରିବା ପାଇଁ ବ୍ୟବହୃତ ଆବରଣ A covering for protecting the fingers; a finger-protector.

  2. ଦସ୍ତାନା Gloves.

  3. ଅଙ୍ଗୁସ୍ତାନା - ଦରଜିମାନେ ସିଲେଇ କଲାବେଳେ ଛୁଞ୍ଚିର ମୂଳକୁ ଠେଲିବା ପାଇଁ ମଝି ଆଙ୍ଗୁଠିର ଅଗରେ ପିନ୍ଧିବା ଧାତୁର ଟୋପି Thimble.

  4. ଧନୁ ମାରିବା ବ୍ୟକ୍ତିର ଆଙ୍ଗୁଠିକୁ ଧନୁର୍ଗୁଣରୁ ରକ୍ଷା କରିବା ପାଇଁ ଆଙ୍ଗୁଠିରେ ପିନ୍ଧା ଯିବା ଚମଡ଼ାର ଟୋପି  A finger-protector used by archers as a protection against the striking of bow-strings.