Back

ଅଙ୍ଗୁଳିତ୍ରାଣ

Also : [ ଅଙ୍ଗୁଳିତ୍ର




  1. Aṅguḻitrāṅa (ସଂ.ବି.)  -  (ଯାହା ଅଙ୍ଗୁଳିକୁ ଆଘାତକୁ ରକ୍ଷା କରେ) ଅଙ୍ଗୁଳିକୁ ରକ୍ଷା କରିବା ପାଇଁ ବ୍ୟବହୃତ ଆବରଣ A covering for protecting the fingers; a finger-protector.

  2. ଦସ୍ତାନା Gloves.

  3. ଦରଜିମାନେ ସିଲେଇ କଲାବେଳେ ଛୁଞ୍ଚିର ମୂଳକୁ ଠେଲିବା ପାଇଁ ମଝି ଆଙ୍ଗୁଠିର ଅଗରେ ପିନ୍ଧିବା ଧାତୁର ଟୋପି Thimble.

  4. ଧନୁ ମାରିବା ବ୍ୟକ୍ତିର ଆଙ୍ଗୁଠିକୁ ଧନୁର୍ଗୁଣରୁ ରକ୍ଷା କରିବା ପାଇଁ ଆଙ୍ଗୁଠିରେ ପିନ୍ଧା ଯିବା ଚମଡ଼ାର ଟୋପି  A finger-protector used by archers as a protection against the striking of bow-strings.