Back

ଅଙ୍ଗୁଳିପଞ୍ଚକ


  1. Aṅguḻipaṅchaka  (ସଂ.ବି.) -  ହାତର ପାଞ୍ଚଟି ଆଙ୍ଗୁଠି The five fingers of the hand.

    [ ହାତର ପାଞ୍ଚଟି ଆଙ୍ଗୁଠି ଯଥା ୧. ବୃଦ୍ଧା (ବୁଢ଼ା) Thumb; ୨. ତର୍ଜନୀ (ବିଶି) Index finger; ୩. ମଧ୍ୟମା (ମଝି) Middle-finger; ୪. ଅନାମିକା (ପରି) Ring finger; ୫. କନିଷ୍ଠା (କାଣୀ) Little finger. ]

  2. ଗୋଡ଼ର ୫ ଆଙ୍ଗୁଠି The toes of the feet.