Back

ଅଙ୍ଗୁଳି ଫୁଟାଇବା


  1. Aṅguḻi phuṭāibā (ଦେ.କ୍ରି.)ଆଙ୍ଗୁଠିର ଗଣ୍ଠିକୁ ମୋଡ଼ି ଶବ୍ଦ ଉତ୍ପାଦନ କରିବା To crack the finger-joints.

  2. ମଝି ଆଙ୍ଗୁଠିରେ ବୁଢ଼ା ଆଙ୍ଗୁଠିର ଅଗକୁ ପରସ୍ପର ସଂଲଗ୍ନ କରି ପରେ ଜୋରରେ ଖସାଇ ନେବା ଦ୍ୱାରା ଫୁଟୁକି ଶବ୍ଦ ଉତ୍ପାଦନ କରିବା To snap the finger-tips; to produce a cracking sound with the tips of the thumb and the middle finger.