Back

ଅଙ୍ଗୁଳିମୁଦ୍ରା

Also : [ ଅଙ୍ଗୁଳିମୁଦ୍ରିକା ]




  1. Aṅguḻimudrā (ସଂ.ବି.)  -  ନାମାଙ୍କିତ ମୁଦି A signet ring; a seal ring.

  2. ଦେବପୂଜାରେ ବ୍ୟବହୃତ ଅଙ୍ଗୁଳିମାନଙ୍କ ଦ୍ୱାରା ରଚିତ ମୁଦ୍ରାବିଶେଷ A figure made by the fingers during worship.

  3. ଆଙ୍ଗୁଠିରେ ପିନ୍ଧାଯିବା ମୁଦି A finger-ring.