Back

ଅଙ୍ଗୁଳିସନ୍ଦେଶ

Also : [ ଅଙ୍ଗୁଳିଠାର, ଅଙ୍ଗୁଳିସଙ୍କେତ




  1. Aṅguḻisandeṡa (ଦେ.ବି.)ମନୋଭାବ ବ୍ୟକ୍ତ କରିବା ପାଇଁ ଅଙ୍ଗୁଳିର ଭିନ୍ନ ଭିନ୍ନ ପ୍ରକାରେ ଚାଳନ; ସଙ୍କେତ  Signs made by the fingers.

  2. ଏକ ପ୍ରକାର ଠାର; ଅଙ୍ଗୁଳିମାନ ଭିନ୍ନ ଭିନ୍ନ ପ୍ରକାରେ ଚାଳନ କରି ଦୁଇ ଜଣଙ୍କର ଭାବ ଆଦାନ ପ୍ରଦାନ କରିବା ପ୍ରକ୍ରିୟା  A system of finger-signals.