Back

ଅଙ୍ଗୁଷ୍ଠ

Also : [ ଅଙ୍ଗୁଷ୍ଠା, ଅଙ୍ଗୁଷ୍ଠି ] 




  1. Aṅgushṭha (ସଂ.ବି.)  -  ହାତର ବୁଢ଼ା ଆଙ୍ଗୁଠି The thumb.

  2. ଗୋଡ଼ର ବୁଢ଼ା ଆଙ୍ଗୁଠି The great toe.

  3. ବୁଢ଼ା ଆଙ୍ଗୁଠିର ଚଉଡ଼ା ବାଗର ପରିସର; ୩/୪ ଇଞ୍ଚ Breadth of the thumb about 3/4 of an inch.