Back

ଅଙ୍ଗୁସ୍ତାନା

Also : [ ଅଙ୍ଗୁଷ୍ଠାନା, ଅଙ୍ଗୁସ୍ତାନ, ଅଙ୍ଗୁସ୍ଥାନା, ଅଙ୍ଗୁଳିତ୍ର ]




  1. Aṅgustanā (ଦେ.ବି.) - ଦରଜିମାନେ ସିଲେଇ କଲାବେଳେ ଛୁଞ୍ଚିର ମୂଳକୁ ଠେଲିବା ପାଇଁ ମଝି ଆଙ୍ଗୁଠିର ଅଗରେ ପିନ୍ଧିବା ଧାତୁର ଟୋପି Thimble.

  2. ଧନୁ ମାରିବା ବ୍ୟକ୍ତିର ଆଙ୍ଗୁଠିକୁ ଧନୁର୍ଗୁଣରୁ ରକ୍ଷା କରିବା ପାଇଁ ଆଙ୍ଗୁଠିରେ ପିନ୍ଧା ଯିବା ଚମଡ଼ାର ଟୋପି  A finger-protector used by archers as a protection against the striking of bow-strings.