Back

ଅଙ୍ଗେ ନିଭେଇବା

Also : [ ଅଙ୍ଗେ ନିଭାଇବା ]




  1. Aṅge nibheibā (ଦେ.କ୍ରି.) -  ନିଜେ ଅନୁଭବ କରିବା To experience; to undergo.

  2. (ଦେ.ବି.) ନିଜର ଅନୁଭବ One's own experience.

  3. ଦେ.ବିଣ.) - ନିଜେ ଅନୁଭବ କରିଥିବା That which one has himself experienced.



    [ ଢଗ ] ଦୁଃଖ କହିବି କି ସୁଖ କହିବି? ଯାହା ଅଙ୍ଗେ ନିଭେଇଛି ତାହା କହିବି।