Back

ଅଙ୍ଘ


  1. Aṅgha (ସଂ.) ଅଧୋଗତି କରିବା To go down.

  2. ଗତି କରିବା To move.

  3. ଆରମ୍ଭ କରିବା  To commence.

  4. ଯାତ୍ରା କରିବା  To set out.

  5. ନିନ୍ଦା କରିବା  To blame.

  6. କୌଣସି କାର୍ଯ୍ୟକୁ ତରବର କରି କରିବା To hasten.

  7. ଆଗ ପଛ ନ ବିଚାରି ହଠାତ୍ କହିବା To speak hastily.

  8. ପାପ Sin.

  9. ମନ୍ଦ; ଅଶୁଭ Evil.