Back

ଅଙ୍ଘ୍ରିପର୍ଣ୍ଣୀ

Also : [ ଅଙ୍ଘ୍ରିବଲ୍ଲି, ଅଙ୍ଘ୍ରିବଲ୍ଲିକା ] 



Category : [ Plant ]




  1. Aṅghriparṇṇī (ସଂ.ବି.) - (ଯାହାର ପାଦରେ ବା ମୂଳରେ ପତ୍ର ଥାଏ)  ପୃଶ୍ନିପର୍ଣ୍ଣୀ ଲତା; କୃଷ୍ଣପନ୍ନୀ ଲତା A plant; Hedysarum Lagopodiodes.