Back

ଅଚର


  1. Achara (ସଂ.ବିଣ.) - ଯେ ଗତିଶୀଳ ନୁହେ; ସ୍ଥାବର; ସ୍ଥିତିଶୀଳ Immovable; stationary

  2. (ସଂ.ବି.) - ସ୍ଥାବର ବସ୍ତୁ (ଯଥା -ପର୍ବତ)  An immovable thing (e.g. mountain).




  • ଅଚରା (ସ୍ତ୍ରୀ)