Back

ଅଚଳନ୍ତି


  1. Achaḻanti (ଦେ.ବିଣ.) - ଅଚଳ; ଯାହା ସ୍ଥାନାନ୍ତରକୁ ଚାଳିତ ହୋଇ ନ ପାରେ Fixed; which cannot be moved. (ଯଥା - ଅଚଳନ୍ତି ପ୍ରତିମା)

  2. ସ୍ଥାବର Immovable. (ଯଥା -ଅଚଳନ୍ତି ସମ୍ପଦ)

  3. ଯାହା ବ୍ୟବସାୟରେ ଚଳି ନ ପାରେ Uncurrent. (ଯଥା - ଅଚଳନ୍ତି ଟଙ୍କା)




  • ବିପରୀତ - ଚଳନ୍ତି