Back

ଅଚଳନ୍ତି ପ୍ରତିମା


  1. Achaḻanti pratimā  (ଦେ.ବି.) -  ଯେଉଁ ଦେବବିଗ୍ରହ ବା ପ୍ରତିମା ଅତି ବଡ଼ ଓ ଭାରୀ ଥିବାରୁ ଯାତ୍ରାଦି ଉପଲକ୍ଷରେ ସ୍ଥାନାନ୍ତରିତ ହୋଇ ପାରେ ନାହିଁ  Immovable image of a Deity.