Back

ଅଚଳପକ୍ଷ


  1. Achaḻapaksha (ଦେ.ବି.) ଚଳତ୍ ଶକ୍ତି ରହିତ ଅବସ୍ଥା Inability to move.

  2. ସାଂସାରିକ କର୍ମ ଚଳାଇବା ଶକ୍ତିରହିତ ଅବସ୍ଥା Want of means to conduct worldy matters.

  3. ଅତି ଗରିବ ଅବସ୍ଥା  Poor or pennyless condition.

  4. ନିରାଶ୍ରୟ ଅବସ୍ଥା  Helpless condition.