Back

ଅଚଳାଚଳ ସମ୍ପତ୍ତି

Also : [ ଅଚଳା ଲକ୍ଷ୍ମୀ, ଅଚଳାଚଳ ଲକ୍ଷ୍ମୀ, ଅଚଳା ସମ୍ପତ୍ତି ]




  1. Achaḻā sampatti (ସଂ.ବି.) -  ଅକ୍ଷୟ ଐଶ୍ୱର୍ଯ୍ୟ  Unchangeable prosperity.

  2. ଯେଉଁ ସମ୍ପଦ କେବେ କମିଯାଏ ନାହିଁ Prosperity which never diminishes.

  3. (ଦେ.ବି.) - ବହୁଧନ Immense wealth.

  4. ପ୍ରଭୂତ ସମ୍ପତ୍ତି Vast wealth.